All Rights ReservedView Non-AMP Version
  • Homepage
  • ଆମ ଭାଷା ଓ ସାହିତ୍ୟ
  • ଭାଷା ଓ ସାହିତ୍ୟ
ଭାଷା ଓ ସାହିତ୍ୟ

ଭୋଜନ

ଲେଖା: ଶିଶିର ସାହୁ ମନୋଜ

ଭୋଜନ କରିଵା ଅର୍ଥକୁ ସୁଚେଇଵା ପାଇଁ ଓଡ଼ିଆ ଭାଷାରେ ଅନେକ ଶବ୍ଦ ଚଳୁଅଛି । ସାଧାରଣତଃ ଆଦର ଓ ଅନାଦର ଭେଦରେ ଏଗୁଡ଼ିକ ଵ୍ୟଵହାର କରାଯାଉଥିବା ଦେଖାଯାଏ ।

● ଖା, ଖାଆ→ଖାଇବା, ଖାଏମା, ଖାଦ୍ୟ (ଖାଦ୍ ଧାତୁ)

● ଭୁଞ୍ଜ→ଭୁଞ୍ଜଇ, ଭୁଜ (ଧାନ), ଭୋଜନ

● ଗିଳ୍→ଗିଳିବା, ଗିଳ୍.ବା (ଗିଳ୍ ଧାତୁ-ଗ୍ରାସ କରିବା)

● ଗେବିଵା→ବଡ଼ ବଡ଼ ଭାତଗୁଣ୍ଡା କରି ଖାଇବା କ୍ରିୟା

● ଗେମ୍ଫ→ଗେମ୍ଫିବା (ଗଡ଼ଜାତ) ନିରବଚ୍ଛିନ୍ନ ଭାବେ ଦୃତଗତିରେ ଖାଇ ଚାଲିବା କ୍ରିୟା

● ଜମଵା→ଜମ୍ ଧାତୁ(ଭୋଜନ କରିବା ଅର୍ଥରେ ଏ ଶବ୍ଦଟି ଓଡ଼ିଆ ଛଡ଼ା ମରାଠୀ ଚଳୁଥିଲେ ହେଁ ଗୁଜୁରାଟୀରେ ଏହା ବହୁପ୍ରଚଳିତ)

● ସାମ୍ପୁଡି଼ବା→ବାଲେଶ୍ବରରେ ଏହି ନିଆରା ଶବ୍ଦଟି ଚଳୁଅଛି; ସବୁକିଛି ଖାଇଯିବା ଅର୍ଥରେ ଵ୍ୟଵହାର କରାଯାଏ (ତାମିଲରେ ସାପ୍’ଟିଆ ଶବ୍ଦ ସହିତ ଏହାର ଅର୍ଥଗତ ସାମ୍ୟ ଥିଲା ବେଳେ ଓଡ଼ିଆ ହାମ୍ପୁଡି଼ବା ଶବ୍ଦ ସହିତ ମଧ୍ଯ ଶବ୍ଦଗତ ଓ ଆଂଶିକ ଅର୍ଥଗତ ସାମ୍ୟ ଦୃଶ୍ୟହୁଏ)

● ହାମ୍ପୁଡି଼ବା→ଡାଲି ଓ ତିଅଣ ଭଳି ତରଳ ଖାଦ୍ୟ ପଦାର୍ଥ ପାଇଁ ହାମ୍ପୁଡି଼ବା ଭଳି ଶବ୍ଦ ମଧ୍ଯ ଓଡ଼ିଆ ଭାଷାରେ ଚଳୁଅଛି !

ସେଇଭଳି ଦାନ୍ତରେ ରଗଡ଼ି ରଗଡ଼ି କରି ଖାଇବା କ୍ରିୟା ପାଇଁ ଆମ ଭାଷାରେ ଚୋବେଇବା ଶବ୍ଦ ମଧ୍ଯ ଚଳୁଅଛି ।

© ଶବ୍ଦଭେଦ

Image: Shibasish Mohapatra
Spread the love
admin

Next ଜେଲିଫିସ୍ »
Previous « ଵନିଵା
Leave a Comment
Share
Published by
admin
Tags: ଭୋଜନ
5 years ago

    Related Post

  • ବୈଷ୍ଣବ ଚରଣ ମହାନ୍ତି
  • ମାତୃଭାଷା
  • ଗୁରୁ

Recent Posts

  • ମହାମନିଷୀଗଣ

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

5 days ago
  • ମହାମନିଷୀଗଣ

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

6 days ago
  • ପର୍ଯ୍ୟଟନ କ୍ଷେତ୍ର

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

3 weeks ago
  • ଶ୍ରୀଜଗନ୍ନାଥ

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

3 weeks ago
  • ଶ୍ରୀଜଗନ୍ନାଥ

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

3 weeks ago
  • ଶ୍ରୀଜଗନ୍ନାଥ

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

3 weeks ago
All Rights ReservedView Non-AMP Version
  • L