Physical Address
Sai Samarpanam, Satya Vihar, Bhubaneswar

~ ରାଜା ସୋମନାଥ ସିଂହ ~ ଲେଖା: ଅମୃତେଶ ଖଟୁଆ ସମଗ୍ର ଓଡିଶାରେ ଯେତେବେଳେ ନାନାବିଧ ସ୍ଵାଧୀନତାର ସ୍ଵରୋତ୍ତଳିତ ହୁଏ, ସେତେବେଳେ କଦମ୍ଵବଂଶୀୟ ଅନୁଗୋଳ ଗଡଜାତର ଶେଷ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ମହୀୟାନ ଆତ୍ମତିତିକ୍ଷାର କଥା ଉଠେ । “କିଞ୍ଚିତ ଦୟା ନୋହିଲା କମଳ ଲୋଚନ ପ୍ରଭୁ ଥାଉ ଥାଉ ମୋ କର୍ମ ବିଫଳ…

~ ମହାପାତ୍ର ନୀଳମଣି ସାହୁ ~ ଲେଖା: ଅମୃତେଶ ଖଟୁଆ “ଏ ଜଗତ ଅସଂଖ୍ୟ ପ୍ରକାରର, ଅସଂଖ୍ୟ ଅନୁଭୂତିର ଅସଂଖ୍ୟ କକ୍ଷରେ ପରିପୂର୍ଣ୍ଣ। ରସଜଗତରେ ଦିବାଭିସାରୀମାନେ ଜ୍ଞାନଗ୍ରନ୍ଥୀ। ସେମାନେ କକ୍ଷରୁ କକ୍ଷାନ୍ତରକୁ ମୁଖ୍ୟ ଦ୍ବାର ବାଟେ ଚାବି ଖୋଲି ଯିବେ। ତିମିରାଭିସାରୀମାନେ ପ୍ରେମୀ। ସେମାନେ ପ୍ରାୟତଃ ଚାବି ହଜାଇଥା’ନ୍ତି। ସେମାନଙ୍କ ଲାଗି ଚୋରାବାଟ ପ୍ରଶସ୍ତ …..”…

~ ବାଳୁତ ବୀର ସେ ~ ସୌରଭିତ ସୃଷ୍ଟି: କବି ଅନନ୍ତ ପଟ୍ଟନାୟକ ପ୍ରଖ୍ୟାତ ସାମ୍ୟବାଦୀ କବି, ଗାଳ୍ପିକ ତଥା ଶିଶୁସାହିତ୍ୟିକ ଅନନ୍ତ ପଟ୍ଟନାୟକଙ୍କ ଏକ ଚର୍ଚ୍ଚିତ କବିତା ବାଳୁତ ବୀର ସେ । ଅକ୍ଟୋବର ପାଞ୍ଚ ତାରିଖ । ମନେ ପଡିଯାଏ ସ୍ମୃତି ଆଢୁଆଳେ ଏକ ଅନିନ୍ଦ୍ୟ ତରୁଣର ଦୁଃସାହସର ଗାଥା । ଜାତୀୟତାର…

ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ ମହାନ କବି ଡ. ମାୟାଧର ମାନସିଂହଙ୍କ ଅମଳିନ କବିତା କୋଣାର୍କ I ~ କୋଣାର୍କ ~ ହେ କୋଣାର୍କ ବିଗତ ଯୌବନା ମୌନ-ଦୁଃଖେ ସୈକତ ଶୟନା ତୋର ଏହି ଜୀର୍ଣ୍ଣ ଦେହେ ଅଦ୍ୟାପି ଗୋ ବିମୁଗ୍ଧ ନୟନେ ଚାହେଁ ବିଶ୍ୱ, କରୁଣାରେ ତେଜି ଅଶ୍ରୁ ତୋ ଦୁଃଖ-ଶୟନେ ଜଗତର…

~ ତୁଳସୀ ମୁଣ୍ଡା ~ ଲେଖା: ଅମୃତେଶ ଖଟୁଆ ଭାରତବର୍ଷରେ ସାମାଜିକ ବିକାଶର ଧାରାରେ ଓଡ଼ିଆ ମାଟିର ତୁଳସୀ ମୁଣ୍ଡା ! ଆଜିର ସମ୍ଭ୍ରାନ୍ତ ବିଶ୍ଵରେ ସମସ୍ତେ ଯେତେବେଳେ ପ୍ରଗତିଶୀଳତାର ବ୍ୟାଖ୍ୟା କରନ୍ତି, ସେତେବେଳେ ତାଙ୍କ ଚାକ୍ଷୁସ ହୁଏ କେବଳ ଆର୍ଥିକ ମେରୁଦଣ୍ଡର ସିଧାସଳଖ ଚିତ୍ର ତ କେତେବେଳେ ଉଚ୍ଚାଟିତ ନଭଶ୍ଚୁମ୍ଭୀ ଅଟ୍ଟାଳିକାମାନ। ଏଥିରେ ଦେଖନ୍ତି ସେମାନେ…

~ ବାଲେଶ୍ଵର ସମ୍ଵାଦବାହିକା ~ ଲେଖା: ଅମୃତେଶ ଖଟୁଆ ସତ୍ୟାସତ୍ଯର ସପ୍ରମାଣ ଉଦ୍ଘାଟନ ସହ ଏକାଧିକ ବିଚାରର ଚର୍ଚ୍ଚା ଓ ପ୍ରତିଷ୍ଠା ପାଇଁ ଆଜୀବନ ଅବ୍ଯାହତ ରଖି ଲୋକସାହିତ୍ଯର ହୃଦୟଗ୍ରାହୀ ଉପଜୀବ୍ଯକୁ ମାଧ୍ୟମ କରି ସମ୍ଵାଦ ପରିବେଷଣ ଓ ଉପସ୍ଥାପନାରେ ଅନ୍ୟତମ ଥିଲା – ‘ବାଲେଶ୍ଵର ସମ୍ଵାଦବାହିକା‘। “ଅବନି ମଦନି ପାଳାଃ ପାନ୍ତୁ ବୃଷ୍ଟିଂ ବିଧତ୍ତା…

~ ମୁକ୍ତ୍ଯାର ରାମଚନ୍ଦ୍ର ଦାସ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ମାଟିରେ ଯେଉଁ ମହାପୁରୁଷଙ୍କ ଆବିର୍ଭାବ ଘଟିଛି, ସେମାନଙ୍କ କୀର୍ତ୍ତିପୂତ ଜୀବନୀ ଆମ ପାଇଁ ସଦା ପାଥେୟ। ତେବେ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ ଅନ୍ୟତମ ଆଦର୍ଶ ତଥା ଦିଗଦ୍ରଷ୍ଟା ମୁକ୍ତ୍ଯାର ରାମଚନ୍ଦ୍ର ଦାସ। “ଈପ୍ସିତଂ ତଦବଜ୍ଞାନାଦ୍ଵିଦ୍ଧି ସାର୍ଗଳମାତ୍ମନଃ। ପ୍ରତିବଦ୍ଧ୍ନାତି ହି…

~ ଭକ୍ତକବି ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ଅମୃତ ପ୍ରତ୍ୟାଶୀ ଋଷିପ୍ରାଣ ମହାମହିମ ଭକ୍ତକବି ମଧୁସୂଦନ । ସୃଷ୍ଟିର ଅମୃତମୟ ପରିକଳ୍ପନାରେ ଶତଜିହ୍ଵ ତାଙ୍କ ଅତୀନ୍ଦ୍ରିୟ ଅମୃତମୟ ପ୍ରାଣ ଆଜି ବି ଶତକୋଟି ଓଡ଼ିଆମାନଙ୍କ ପ୍ରାଣରନ୍ଧ୍ରରେ ଉଜ୍ଜୀବିତ। ସ୍ନେହ ସୋହାଗର ବଳୟ ଭିତରେ ତାଙ୍କ ଅମରାତ୍ମାକୁ ଜଣେଇବା ଅମର୍ତ୍ତ୍ୟ ବାର୍ତ୍ତାର ପାଥେୟ । “ଅଖିଳ…

~ ଔପନ୍ୟାସିକ ଗୋପୀନାଥ ମହାନ୍ତି ~ ଲେଖା: ଅମୃତେଶ ଖଟୁଆ ଔପନ୍ୟାସିକ ଗୋପୀନାଥ ମହାନ୍ତି ! ଓଡ଼ିଆ ସାହିତ୍ଯର ଜଣେ ଦିଗ୍ଗଜ ସ୍ରଷ୍ଟା। ମାଟିର ଅବାରିତ ବାସ୍ନାକୁ ସୁରଭିତ କରିଛନ୍ତି ନିଜ ଉପନ୍ୟାସ ମାଧ୍ୟମରେ। “କେବଳ ଭାଗ୍ୟବାଦୀ ନଗଣ୍ୟ ମଣିଷ, ମୂଷା ପରି ମଣିଷ, ବିଲୁଆ ପରି ମଣିଷ। ସେ ଆଶାର ଲଙ୍ଗର ଉଠେଇ ନେଇ…

~ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ ଉତ୍କଳୀୟ ମାଟିର ଜଣେ ଉଦଯୋଗଶୀଳ ନିରାସକ୍ତ ଜାତୀୟ ଜୀବନରେ ଜଣେ ଅଗ୍ରଗାମୀ କର୍ମୀପୁରୁଷ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ପୁତ୍ର ଥିଲେ ଆବାଲ୍ଯ ବୀରସୁଲଭ ଦୁଃସାହସିକ ଏବଂ ନିର୍ଭୀକ ଜନନେତୃକାର। ପୁଲିସ୍ ଲାଠି ଖାଇଥିଲେ, ଉଡାଜାହାଜ ଉଡାଇବା ପାଇଁ ପଣ କରିଥିଲେ। ପିତାଙ୍କ ସ୍ପର୍ଶରେ ସେ ପାଇଥିଲେ…