Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍ତି । ୧. କଵିଚନ୍ଦ୍ର ନାରାୟଣ ଶର୍ମା ● କଵିଚନ୍ଦ୍ର ନାରାୟଣ ଶର୍ମା ଅଷ୍ଟମ ଶତାଦ୍ଦୀର ଜନୈକ କଵି । ଏ ‘ଏକାମ୍ରଚନ୍ଦ୍ରିକା’ ଗ୍ରନ୍ଥର…

~ କୃଷ୍ଣପ୍ରସାଦ ବସୁ ~ ଲେଖା: ଅମୃତେଶ ଖଟୁଆ “ଉଠ ଗୋ ଉତ୍କଳ-କମଳା, ଧନଧାନ୍ୟ ବରାଭୟ-ଦାୟିନୀ ତବ ଶଙ୍ଖ-କମଳ-ଦଳବାରି ଢାଳ କଳକଳ ସେ ଏହି ମେଦିନୀ। ଜନନୀ ଗୋ, କେତେ ଯୁଗ ବିତିଗଲାଣି ବଣିଜ କୃଷକ, ଶିଳ୍ପୀ ମୁଖଶାଳା, ଉତ୍କଳ କଙ୍କାଳ ହେଲାଣି।” ଓଡ଼ିଆମାଟିର ସ୍ଵନାମଧନ୍ଯ କଳାବିତ୍। ଉଚ୍ଚ ବୁନିଆଦି ବଂଶଜଙ୍କ…

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ ଦଣ୍ଡବତ ପ୍ରଣାମର ବହୁ ଉର୍ଦ୍ଧ୍ଵରେ ! ସଂଗ୍ରାମୀ ଅଭିବାଦନ ଜଣାଉଛି। ଏ ଅଭିବାଦନ କେବଳ ମୋ’ର ନୁହେଁ, ସମଗ୍ର ଭାରତବର୍ଷର ! ତମେ ଯେ ଏ ଦେଶର ସର୍ବକନିଷ୍ଠ ଶହୀଦ ! ବାଜି, ତମକୁ…

ଲେଖା: ଦେଵ ତ୍ରିପାଠୀ “ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ, ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।” ସପନ ଦେଖିଥିଲା ସେଇ ୨୧ ବର୍ଷର ଯୁବକଟି, ରଙ୍ଗୀନ ଦୁନିଆଁରେ ପାଦ ଥାପିବା ପାଇଁ, ସେଇ ସପନ ହିଁ ତାକୁ ମୟୁରଭଞ୍ଜର ଅଖ୍ୟାତ ନୂଆଗାଁ ମାଟିରୁ ଟାଣି ଆଣିଥିଲା କଟକ ମାଟିକୁ !…