Search Results for ନୟାଗଡ଼

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ ପୃଷ୍ଠାରେ ଅନେକ ଵୀରତ୍ୱ ଓ ଵଳିଦାନର କାହାଣୀ ଲିପିବଦ୍ଧ ରହିଛି, ମାତ୍ର ଵିଂଶ ଶତାବ୍ଦୀର ବହୁ ପୂର୍ଵରୁ ଓଡ଼ିଶା ମାଟିରେ ଵିଦେଶୀ ଶାସକଙ୍କ ଵିରୋଧରେ ଯେଉଁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥିଲା, ତାହା ସମଗ୍ର ଭାରତଵର୍ଷରେ…

ମା’ ନାରାୟଣୀ

~ ମା’ ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼, ଖଲ୍ଲିକୋଟ, ଧରାକୋଟ ଏବଂ ମହୁରୀ ରାଜାଙ୍କ ମିଳିତ ଆକ୍ରମଣରେ ବାଣପୁର ରାଜା ପରାଜିତ ହେବା ଏବଂ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ ଆଠଗଡ଼ ଆଗମନ, ତଥା ଖଲ୍ଲିକୋଟ ରାଜାଙ୍କ ଦ୍ୱାରା ସେଇ ପ୍ରଥମ…

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ ଗଞ୍ଜାମ)ର ବିଶିପଡ଼ା । ୧୮୩୨ ମସିହାରେ ବିଷୋୟୀପଡ଼ାର ସମ୍ଭାବ୍ୟ ଅପଭ୍ରଂଶରୁ ସୃଷ୍ଟି ହୋଇଥିବା ଏହି ଗ୍ରାମର ବିଶୋୟୀମାନଙ୍କ ବିଦ୍ରୋହରେ ଅତିଷ୍ଠ ବ୍ରିଟିଶ ସରକାର ଦିନେ ମୁଣ୍ଡ ନୁଆଇଁଥିଲା ଏହାର ଦାୟାଦ ସଂଗ୍ରାମୀ ନବଘନ କହଁର,…

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଲିଖିତ ଉତ୍କଳ ଇତିହାସ ପୃଷ୍ଠା ୪୩ର ଲେଖାନୁସାରେ ଯଯାତି କେଶରୀ (୧) (ଖ୍ରୀ:-୫୫୨-୫୯୮) ପିତା ଜନ୍ମେଜୟଙ୍କ ଭଳି ଯଯାତି ମଧ୍ୟ ପବିତ୍ର ବୈତରଣୀ ନଦୀ କୂଳରେ ଏକ ଯଜ୍ଞ କରାଇବା ପାଈଁ…

ହାତୀଘୋଡ଼ା ମିଠେଇ

~ ଦୀପାବଳୀରେ ଖେଳଣା ମିଠା: ହାତୀଘୋଡ଼ା ମିଠେଇ ~ ଲେଖା: ଅମୃତେଶ ଖଟୁଆ ଆମ ଓଡ଼ିଆଙ୍କ ଖାଇବା ଇ ନିଆରା !  ମହାପ୍ରସାଦ ହେଉ ଅବା ରେଷ୍ଟୁରାଣ୍ଟର ଭୋଜନ ହେଉ ଓଡ଼ିଆ ଖାଇବା ଶେଷକୁ ଲୋଡ଼େ ମିଠା ଟିକିଏ ! ମିଠା ନ ଥିଲେ ଓଡ଼ିଆର ରଜାଘର ଖାନା ମୋଟେ ରୁଚିବନି ବୋଲି ଜାଣ !…

ମୁଆଁ

~ ମୁଆଁ ~ ଲେଖା: ଅମୃତେଶ ଖଟୁଆ ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ କର୍ମଭୂମି ନୟାଗଡ଼ରେ ତାଙ୍କ ବିଦ୍‍ବତ୍ତା ଓ ପ୍ରତ୍ୟୁତ୍ପନ୍ନମତିତାର ଯଶ ବିସ୍ତାର ହେଇ ସାରିଥିଲା । ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ଉଆସରେ ରାଜକବିଙ୍କ ଅଦ୍ୱିତୀୟ ଅଧିକାର ଲାଭ କରିଥିବା ଉତ୍କଳଘଣ୍ଟ ନିଜ…

ଦେଶୋ ନାସ୍ତି ମହୀତଳେ

ଲେଖା: ତେଜସ୍ୱ ତ୍ରିପାଠୀ ~ ଦେଶୋ ନାସ୍ତି ମହୀତଳେ ~ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧିର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧିର ପବିତ୍ରଜଳ ସ୍ପର୍ଶରେ ପ୍ରତି ଧୂଳି କଣା ଏହାର ପତିତପାବନୀ l ଏ ସେହି ଭୂମି ଯେଉଁଠାରେ ପାଦ ପକେଇ ଶିବଙ୍କ ବ୍ରହ୍ମହତ୍ୟା ପାପମୋଚନ ହୋଇଛି ଆଉ ଚଣ୍ଡା ଶୋକ ଧର୍ମାଶୋକ…

ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ~ ଖଣ୍ଡପଡା ସହର କେବଳ ଆଧୁନିକ ନୟାଗଡ଼ ଜିଲ୍ଲା ନୁହେଁ ବରଂ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଛୋଟିଆ ସହର l ବିପୁଳ ପ୍ରାକୃତିକ ସମ୍ପଦ, ବଣଭୂମି, ଅନେକ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜିରେ ଭରା ବ୍ରିଟିଶ ଅମଳର ଅନ୍ୟତମ ଏକ ଗଡ଼ଜାତ ଅଞ୍ଚଳ l…

କଂସାର କୁଣୁଆ

ଲେଖା: ଦେଵ ତ୍ରିପାଠୀ ~ କଂସାର କୁଣୁଆ ~ ନଵେ ଦଶକର କୌଣସି ଏକ ସନ୍ଧ୍ୟା । ତତ୍କାଳୀନ ବମ୍ବେ ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ । ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା ପୂର୍ବରୁ ଉପସ୍ଥାପକଙ୍କ କଣ୍ଠରୁ ନିଃସୃତ ହେଲା ଭାବଗର୍ଭକ କେଇପଦକଥା ! କଣ୍ଠରେ ଅଦ୍ଭୁତ ଉଚ୍ଛ୍ୱାସ ରଖି ସେ ବଖାଣି ଚାଲିଥିଲେ…

ରାଜଗିରି

ଲେଖା: ଶ୍ରୀକାନ୍ତ ସିଂହ ~ ରାଜଗିରି ଜଳପ୍ରପାତ ~ ଅପରୂପା ପ୍ରକୃତି କୋଳରେ କିଛି ସମୟ ଅତିବାହିତ କଲେ, ମଣିଷକୁ ଯେଉଁ ସୁଖ, ଶାନ୍ତି ଓ ଖୁସି ମିଳେ ତାହା ଅବର୍ଣ୍ଣନୀୟ, ଅକଳ୍ପନୀୟ l ଆଉ ସେଇସବୁ ସୁଖ ଚୀରଦିନ ପାଇଁ ହୋଇ ଉଠେ ସ୍ମରଣୀୟ l ଯାତ୍ରାକାଳୀନ ସ୍ୱଳ୍ପ ଅବଧିର ସୁଖଦ ମୁହୂର୍ତ୍ତସବୁ ଆମ…