Search Results for ଯୋଗିନୀ ମନ୍ଦିର

ଚଉଷଠି ଯୋଗିନୀ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଚଉଷଠି ଯୋଗିନୀ ମନ୍ଦିର ~ କଟକ ପୁରୀ ଜାତୀୟ ରାଜପଥର ଉତ୍ତରା ଛକରୁ, ବାଳକାଟି ବଜାର ଦେଇ ଆଗକୁ ଗଲେ ମାତ୍ର ଦୁଇ କିଲୋମିଟର ଦୂର, ଭାର୍ଗବୀ ନଦୀ କୂଳରେ ରହିଛି ସହସ୍ର ବର୍ଷ ପ୍ରାଚୀନ ହୀରାପୁର ଗାଁ l ଆଉ ଏହି ଗାଁରେ ରହିଛି ଚଉଷଠି ଯୋଗିନୀ ମନ୍ଦିର…

ଲକ୍ଷେଶ୍ଵର ମନ୍ଦିର

~ ଲକ୍ଷେଶ୍ଵର ମନ୍ଦିର ଓ କୁଆଖାଇ ~ ଲେଖା: ଅମୃତେଶ ଖଟୁଆ ନିଃସର୍ଗର ଦେଶ ଉତ୍କଳ । ଅସ୍ମିତାର ଆଗ୍ନେୟ ତେଜପୁଞ୍ଜରେ ଏହାର ଦଗ୍ଧକନକ ସଦୃଶ ପ୍ରାକୃତିକ ନିଚ୍ଛକତା ଓ ସୁଷମାସମୃଦ୍ଧି ସମଗ୍ର ଭାରତବର୍ଷରେ ଅନବଦ୍ୟ ସୌନ୍ଦର୍ଯ୍ୟର ବିଜ୍ଞାପକ ଅଟେ । ଏହାର ମୃତ୍ତିକାର ମୂର୍ତ୍ତିମନ୍ତ ପରିଗ୍ରହ ଭାବସମୁଦ୍ରର ରସସମ୍ବେଦୀ ତଟିନୀମାନଙ୍କ ଦ୍ବାରା ପରିପାଳିତ । ଏହାର…

କୁମାରେଶ୍ୱର ମହାଦେବ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଡେଲାଙ୍ଗ ବ୍ଲକ ଗ୍ରାମ ଇନ୍ଦିପୁର ଗ୍ରାମର କୁମାରେଶ୍ୱର ମହାଦେବ ମନ୍ଦିର ~ ଇତିହାସ ସହ କିଛିଟା ଅନ୍ତରଙ୍ଗ ହେବା ପାଇଁ, ଇତିହାସର କେତୋଟି ପୃଷ୍ଠା ଲେଉଟାଇ, ଫଗୁଣର ଏକ ଉଷ୍ମ ସକାଳେ “ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା” ଆରମ୍ଭ କଲୁ କଟକ ପ୍ରେସ୍ ଛକ ନିକଟରୁ l ପୂର୍ବରୁ ଯୋଜନା…

ବାଲିପାଟଣା

~ ବାଲିପାଟଣା ଗ୍ରାମାଞ୍ଚଳରେ ଗୋଧୂଳିର ଐତିହ୍ୟ ~ ଲେଖା: ଅମୃତେଶ ଖଟୁଆ ଗ୍ରୀଷ୍ମ ଅବକାଶ ଆରମ୍ଭ ହେବାକୁ ଅନେକ ଦିନ ହେଇଯିବଣି । ଗ୍ରୀଷ୍ମଦଗ୍ଧ ଅପରାହ୍ଣରେ ତପ୍ତ ଧରଣୀ କାଞ୍ଚନ ଭଳି ଖଞ୍ଜି ହେଇ ଯିବା ଭଳି ମନେ ହୁଏ ସନ୍ଧ୍ୟା ହେବାର ବେଳେ । ଦୂରବିସ୍ତୃତ ଦିଗ୍ ବଳୟରେ ଅସ୍ତାୟମାନ ନିଦାଘ ରବି ବୃକ୍ଷାବଳୀକୁ ଆଢୁଆଳ…

କେଦାରନାଥ ମହାପାତ୍ର

ଲେଖା: ନିରଞ୍ଜନ ସାହୁ କଥାରେ ଅଛି, “ଆଳୁ ଖୋଳୁ ଖୋଳୁ ମହାଦେବ !” ମନରେ ଆଶା ବାନ୍ଧିଥିବା ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁ ପାଇଁ ଶ୍ରମ କରିବା ବେଳକୁ ତା’ଠାରୁ ଅନେକ କିଛି ଅଧିକ ମିଳିଗଲେ ଆଶା ଆଉଟିକେ ବଢ଼େ, ସମ୍ଭାବନା ଦୁଇ ଗୁଣ ହୋଇଯାଏ ଏବଂ ମହାନନ୍ଦ ଭରିଯାଏ ମନରେ । ଏବେ ଟିକେ ଆସନ୍ତୁ…

ମା’ ଭୀମେଶ୍ୱରୀ

ଲେଖା: ପ୍ରଳୟ ନାୟକ ଏ ଭଗ୍ନ ଅରକ୍ଷିତ ବିଗ୍ରହସମୂହ ଦେଖି ଏହାର କାଳ ନିରୂପଣର ଭୁଲ କରନ୍ତୁନି ସୁଧୀଜନେ । କେବଳ ଅଶ୍ରୁପାତ କରନ୍ତୁ ବିଲୟ ମୁଖୀ ଆପଣାର ଗୌରବାବହ ମହାନ ଅତୀତ ପାଇଁ ଓ ପାରିବେ ତ କିଛି କରନ୍ତୁ । ବର୍ଷଣମୁଖର ଏକ ରାତିରେ ମୋ’ର ଚର୍ଯ୍ୟାଯୁଗ’ର ବିସ୍ମୃତ ବିଭୁତି ମା’ ଭୀମେଶ୍ୱରୀ…

କପିଳମୁନି ପୀଠ

ଲେଖା: ଦେଵ ତ୍ରିପାଠୀ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ଐତିହାସିକ ଜ୍ୟୋତିପୁରଗଡ ନିକଟସ୍ଥ ନନ୍ଦପୁର ଗ୍ରାମରେ ବୈତରଣୀ କୂଳରେ ରହିଛି ବହୁ ପ୍ରାଚୀନ କପିଳମୁନି ପୀଠ । ଏହି ପବିତ୍ର ପୀଠରେ କୋଣାର୍କ ସୂର୍ଯ୍ୟମନ୍ଦିରର ସମସାମୟିକ କପିଳମୁନିଙ୍କ ମନ୍ଦିରସମୂହ ବିଦ୍ୟମାନ । ଦଶ ଏକରର ସୁଦୀର୍ଘ ବର୍ତ୍ତୁଳକା‌ର ସେଇ କପିଳେଶ୍ୱର ଚଟାଣ ଉପରେ ବିଦ୍ୟମାନ…

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ ପ୍ରଦେଶରେ ରହିଥିବା ପ୍ରମୁଖ ଶକ୍ତିପୀଠ ଏବଂ ଦଶମହାବିଦ୍ୟା ତଥା ଅଷ୍ଟକାଳୀଙ୍କ ମଧ୍ୟରେ ମା’ ଚର୍ଚ୍ଚିକା ଦେବୀ ହେଉଛନ୍ତି ଅନ୍ୟତମା ତଥା ଶ୍ରେଷ୍ଠଦେବୀ | ପୁରୀ ଶ୍ରୀଜଗନ୍ନାଥଙ୍କ କେତକ ପର୍ବପର୍ବାଣି ନୀତିକାନ୍ତି ସହ ଏହି ଦେବୀ…

ଦୋଳ

ଲେଖା: ଶିଶିର ସାହୁ ମନୋଜ ~ ଓଡ଼ିଶାରେ ହୋଲିକା ଦହନ, ହୋଲି, ଚାଚେରୀ ଓ ଦୋଳ ପୂର୍ଣ୍ଣିମା ~ ଆଗେ ଓଡ଼ିଶାରେ ହୋଲିକା ଦହନ ନଥିଲା କିନ୍ତୁ ପଶ୍ଚିମ ଭାରତର ହୋଲିକା ଦହନ ଓଡ଼ିଶାରେ ତଥା ଭାରତର ଅନ୍ୟ କେତେକ ରାଜ୍ୟରେ ପ୍ରଚଳନ ହେଵାରୁ ଏହାକୁ ଉପଲକ୍ଷ୍ୟ କରି ଗୋଟିଏ ନ୍ୟାୟ ସୃଷ୍ଟି ହୋଇଛି ତାହା…

ଯୁଗେ ଯୁଗେ ଓଡ଼ିଶା

ସୌରଭିତ ସୃଷ୍ଟି: ଡ. ହରେକୃଷ୍ଣ ମହତାବ  ~ ଯୁଗେ ଯୁଗେ ଓଡ଼ିଶା ~ ପ୍ରତିବର୍ଷ ବୈଶାଖ ମାସ ଆରମ୍ଭରେ ପଞ୍ଜିକାର ଯେତେବେଳେ ଏହି ଦେଶର କୌଣସି ଗଜପତି ଗୌଡ଼େଶ୍ଵର କର୍ଣ୍ଣାଟୋତ୍କଳେବର୍ଗେଶ୍ଵର ବୀରାଧିବୀରବର ପ୍ରତାପୀ ରାଜାଙ୍କ ନାମରେ ପ୍ରଚଳିତ ସମ୍ବତ୍ସରର ଶୁଭାଶୁଭ ଫଳ ଶୁଣାଏ, ସେତେବେଳେ ଓଡ଼ିଶାର ଅସଂଖ୍ୟ ଅଧିବାସୀଙ୍କ ମନରେ ସେଇ ହଜି ଯାଇଥିବା ଦିନଗୁଡ଼ିକର…