Search Results for ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ

ଲେଖା: ଅମ୍ବିକା ପଟ୍ଟନାୟକ ~ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ~ ଶ୍ରୀଜଗନ୍ନାଥ ଆମ ଅସ୍ମିତାର ପ୍ରତୀକ l ତାଙ୍କ ମନ୍ଦିର ଶ୍ରୀମନ୍ଦିର, ଦାଣ୍ଡ ବଡ଼ଦାଣ୍ଡ, ପ୍ରସାଦ ମହାପ୍ରସାଦ, ବାନା ପତିତପାବନ l ଧର୍ମଶାସ୍ତ୍ର, କିମ୍ବଦନ୍ତୀ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ଆଦ୍ୟ ମନ୍ଦିର ନିର୍ମାତା ଥିଲେ ହେଁ ବର୍ତ୍ତମାନ ଆମେ ଯେଉଁ ଶ୍ରୀବତ୍ସ ଖଣ୍ଡାଶାଳ ପ୍ରାସାଦ ଶ୍ରୀମନ୍ଦିର ଦେଖୁଛୁ…

ଐତିହାସିକ ଦାଣ୍ଡିଯାତ୍ରା ଓ ଶ୍ରୀଜଗନ୍ନାଥ ମନ୍ଦିର

ଲେଖା: ଅମ୍ବିକା ପଟ୍ଟନାୟକ ଐତିହାସିକ ଦାଣ୍ଡିଯାତ୍ରା ଓ ଶ୍ରୀଜଗନ୍ନାଥ ମନ୍ଦିର l କିଛି ସମ୍ପର୍କ ଅଛି କି? ଟିକେ ପର୍ଯ୍ୟାଲୋଚନା ହେଉ l ମହାତ୍ମା ଗାନ୍ଧୀ ୧୮ ମାର୍ଚ୍ଚ ୧୯୩୦ରୁ ୬ ଏପ୍ରିଲ ୧୯୩୦ ଆରମ୍ଭ କରିଥିଲେ ସବରମତୀ ଆଶ୍ରମରୁ ଦାଣ୍ଡି ସମୁଦ୍ରକୂଳ, ଦୁଇଶ କୋଡିଏ କିଲୋମିଟର ଯାତ୍ରା l “ଲବଣ ସତ୍ୟାଗ୍ରହ” ନାମରେ ଖ୍ୟାତ…

ଶ୍ରୀଜଗନ୍ନାଥ

ଲେଖା: ଦେଵ ତ୍ରିପାଠୀ ଆମ ଭାରତବର୍ଷର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣାଞ୍ଚଳର ପ୍ରାଣକେନ୍ଦ୍ର ରୂପେ ଚତୁର୍ଧାମର ପରିକଳ୍ପନା ଯେପରି ପ୍ରେରଣାପ୍ରଦ, ସେପରି ଭୌଗୋଳିକ ଅବସ୍ଥିତି ନେଇ ବଡ ବୈଚିତ୍ର୍ୟପୂର୍ଣ୍ଣ । ଉତ୍ତରରେ ହିମାଦ୍ରି ଶିଖରରେ ବଦ୍ରିଧାମ, ଅନ୍ୟ ତିନୋଟି ଧାମ – ଦ୍ଵାରକା, ରାମେଶ୍ୱର ଓ ଶ୍ରୀକ୍ଷେତ୍ର ସମୁଦ୍ର ଉପକଣ୍ଠରେ । ନୀଳସମୁଦ୍ର ଏବଂ ତୁଷାରାବୃତ…

ଶ୍ରୀଜଗନ୍ନାଥାଷ୍ଟକମ୍

ସୌରଭିତ ସୃଷ୍ଟି: ବିଛନ୍ଦ ଚରଣ ପଟ୍ଟନାୟକ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବିଶ୍ଵର ବିସ୍ମୟ। ସେ ସୂକ୍ଷ୍ମ ନା ସ୍ଥୂଳ, ସାକାର ନା ନିରାକାର, ସଗୁଣ ନା ନିର୍ଗୁଣ, ବେଦାନ୍ତର୍ଗତ ନା ବେଦ ରହିତ ଏ ସବୁର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଅଲୌକିକ ବିଗ୍ରହ, ଅପରୂପ ପରିପ୍ରକାଶ ପାଖରେ ଯୁଗ ଯୁଗ ଧରି ମୁନିଋଷି, ଭକ୍ତ, ସାଧକ, ଭାବୁକ,…

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା’ ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପରି ରଣପୁର ଗଡ଼ରେ ଦେବୀଙ୍କ ଅନୁରୂପ ଅନ୍ୟ ଏକ ବିଗ୍ରହ ପୂଜା ପାଇ ଆସୁଛନ୍ତି । ଏହି ଦେବୀଙ୍କ ଆସ୍ଥାନଟି ରଣପୁର ନିଜିଗଡ଼ ବଡଦାଣ୍ଡ ସାହିର ହେରାସାହି ମଧ୍ୟରେ । ମା’ ଏଠାରେ…

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା’ ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି ଉତ୍କଳ ଭୂଖଣ୍ଡ ଶକ୍ତିପୂଜାର ନାଭିକେନ୍ଦ୍ର ଭାବେ ପରିଚିତ ହୋଇ ଆସିଛି। ଦେବୀ ପୁରାଣ ଅନୁସାରେ, ସତୀ ଦେବୀଙ୍କ ଦକ୍ଷ ଯଜ୍ଞ ବିନାଶ ପରେ ତାଙ୍କ ଅର୍ଦ୍ଧଦଗ୍ଧ ଶରୀରର ଏକ ଅଂଶ ଏହି ପବିତ୍ର ଉଡ୍ରଭୂମିରେ…

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ ରଳବଗଡ଼ ନାମରେ ପରିଚିତ । ଏହାକୁ ନୟାଗଡ଼ର ପ୍ରଥମ ଗଡ଼ ବୋଲି ମଧ୍ୟ କୁହାଯାଏ। ଇତିହାସ ସାକ୍ଷୀ ଯେ, ତ୍ରୟୋଦଶ ଶତାବ୍ଦୀର ପ୍ରଥମ ଭାଗରେ ଏହି ପବିତ୍ର ଭୂମିରୁ ଦିନେ ଓଡ଼ିଶାର ଏକ ନୂତନ ଗଡ଼ଜାତ…

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ ସୀମା ବିବାଦ ତଥା ସାମାନ୍ୟ କିଛି ଘଟଣାକୁ ନିଜ ଅପମାନ ଏବଂ ସ୍ୱାଭିମାନ ସହ ଯୋଡ଼ି ପରସ୍ପର ମଧ୍ୟରେ ଅନେକ ଥର ଯୁଦ୍ଧରେ ଲିପ୍ତ ରହୁଥିଲେ । ତନ୍ମଧ୍ୟରୁ କେତେକ ଯୁଦ୍ଧ ତୃତୀୟ ରାଜ୍ୟ…