Search Results for ରେଭେନ୍ସା

ରେଭେନ୍ସା ସାହେବ

ଲେଖା: ନିରଞ୍ଜନ ସାହୁ “ଧନ୍ୟ ଧନ୍ୟ ଧନ୍ୟ ଧନ୍ୟଟି ରେଭେନ୍ସା ଚିରକାଳ ତୁମ କୀର୍ତ୍ତି ଗାଇବ ଓଡ଼ିଶା, କେତେ କମିଶନ ଆସିଥିଲେ ଓଡ଼ିଶାକୁ ମାତ୍ର କେତେଜଣ ଲୋକ ଚିହ୍ନନ୍ତି ତାହାଙ୍କୁ ? ହେ ରେଭେନ୍ସା ପୁଣ୍ୟଶ୍ଳୋକ ଧର୍ମପରାୟଣ ଧନ୍ୟ ମୁହିଁ ତୁମ୍ଭ ନାମ କଲି ଉଚ୍ଚାରଣ। ଓଡ଼ିଶାର ମାଆବାପ କାହିଁ ତୁମ୍ଭ ପରି ଜଣେ ଓଡ଼ିଶା…

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି ଗୁଡ଼ିକ ସହିତ ହିଁ ତାହାର । ସମ୍ବନ୍ଧ ରହିଥାଏ ଓ ଯାବତୀୟ ଲୋକନ ଏବଂ ଅବଲୋକନ ସହ ସମାଜକୁ ଆୟତନ ରୂପେ ଗ୍ରହଣ କରି ଆପଣାକୁ ସମ୍ଭବ କରାଇବାରେ ଲାଗିଥାଏ। ଆମ ଓଡ଼ିଆ ସାହିତ୍ୟକୁ…

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪ ସାଲ ୧୯୧୫, ୯ ବର୍ଷର ବାଳକଟିଏ ତତ୍କାଳୀନ ସୋନପୁର ଇଷ୍ଟେଟ (ଗଡଜାତ ବା ଜମିଦାରୀ)କୁ ଉଚ୍ଚ ଶିକ୍ଷା ପାଇଁ ତାର ବଡଭାଇଙ୍କ ସହ ଯାଇଥାଏ I ବାପା ତାର ପୂର୍ତ୍ତ ବିଭାଗ ଓଭରସିଅର ଭାବେ…

ନବକୃଷ୍ଣ ଚୌଧୁରୀ 

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ ଛାତ୍ରାବାସର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବରେ ମୁଖ୍ୟ ଅତିଥି । ଛାତ୍ର ନେତାମାନେ ଖବର ପାଇଲେ ଦିଲ୍ଲୀରେ ସୀମା କମିଶନ ସୁପାରିଶକୁ ନିଖିଳ ଭାରତ କଂଗ୍ରେସ କମିଟି ଗ୍ରହଣ କରି ନେବାକୁ ଯାଉଛି ।ଭାରତର…

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି (୧୯୨୩–୧୯୭୩) ଲେଖନୀ ଚାଳନା ହିଁ ମାନସିଂହଙ୍କ ସମସ୍ତ ରଚନାର ପରିପ୍ରକାଶ। ଅଠର ବର୍ଷ ବୟସରେ ପ୍ରଥମ କବିତା ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରକାଶିତ ହୋଇଥିଲା ୧୯୨୮ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାର ବୈଶାଖ…

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷଙ୍କର ନିଃସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି ! ସେଭଳି…

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ “ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ ପରି ଦଣ୍ଡାୟମାନ ହୋଇ ରହି ପାରିବନି । ସ୍ବଳ୍ପ ବେତନଭୋଗୀ କିରାଣୀ ପାଇଁ ଗୋଟିଏ ଓଭରକୋଟ୍ ହରେଇବା ନିଶ୍ଚିତ ଭାବରେ ତାଙ୍କ ପ୍ରତି ପ୍ରଗାଢ଼ ସହାନୁଭୂତି ଆଣିବ । ହେଲେ ପରିସ୍ଥିତି ପରିପ୍ରେକ୍ଷୀରେ ଏହାର…

ଉତ୍କଳଗୌରବ ମଧୁସୂଦନ ଦାସ

~ ଏକାମ୍ରକ୍ଷେତ୍ର ଓ ଉତ୍କଳଗୌରବ ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ସମୟର ବାଲୁକାରାଶିରେ ଅଙ୍କିତ ଅଗଣିତ ପଦଚିହ୍ନ– କେତେ ଜଣା, କେତେ ଅଜଣା; କେତେ ପୁଣି ହୋଇଯାଆନ୍ତି ବିସ୍ମୃତ ଓ ବିଲୁପ୍ତ । କିନ୍ତୁ କିଛି ରହିଯାଇଥାନ୍ତି ନିଜ ଏକକ ଅସ୍ତିତ୍ବକୁ ଜାହିର କରିବାର ପଣ ନେଇ, ସମୟରୁ ସମୟାନ୍ତର ଯାଏଁ । ସେହିମାନେ…

ସାରଦା ପ୍ରସନ୍ନ ନାୟକ

~ ସାରଦା ପ୍ରସନ୍ନ ନାୟକ ~ ଲେଖା: ଅମୃତେଶ ଖଟୁଆ “ସଞ୍ଜ ସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ, ଜଗତର ନାଥ ଆହେ ଜଗନ୍ନାଥ ଆକୁଳ ଅନ୍ତରେ ଖୋଜେ . .” “ମନେ ଭରି ଅଭିମାନ ଯାଏ ଛାଡି ବୃନ୍ଦାବନ ରୁଷିଛି ରାଇ ପରାଣ ଝୁରେ ପାଷାଣ . .” “ଆଉ ଚାନ୍ଦ ଲାଗି…

କାର୍ତ୍ତିକ ଚନ୍ଦ୍ର ରଥ

~ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ~ ଲେଖା: ଅମୃତେଶ ଖଟୁଆ ଅଧୁନାତନ ଓଡ଼ିଆ ସାହିତ୍ୟ ଜଗତରେ ମନୋରଞ୍ଜନ ଦାସ, ଭଞ୍ଜକିଶୋର ପଟ୍ଟନାୟକ ପ୍ରଭୃତି ଜନମାନ୍ୟ ନାଟ୍ୟକାରମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ରଥ ଥିଲେ ଜଣେ ଅନନ୍ୟ ନାଟ୍ୟକାର । ସାମାଜିକ ଚରିତ୍ରମାନଙ୍କୁ ବାସ୍ତବିକ ଜଗତ ସମ୍ମୁଖରେ ଆଲୋଡନାତ୍ମକ ଢଙ୍ଗରେ ପରିବେଷିତ କରି ସେ ଖୁବ୍…