Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ସୁଧାଭକ୍ତିର ଉଦ୍ଗାତା ମହାକବି ଜୟଦେବ ! ଥିଲେ ଜଣେ ଯୁବସାଧୁ । ଗୃହସ୍ଥାଶ୍ରମୀ । ଦିନରାତି ବିଭୁଭକ୍ତିରେ ମଗ୍ନ ରହୁଥିଲେ ସେ । ତାଙ୍କ ହୃଦୟସାଗରରେ ଖେଳୁଥିଲା ଶ୍ରୀରାଧାକୃଷ୍ଣଙ୍କ ମାଧୁର୍ଯ୍ୟରସର ବିବିଧ ଲୀଳାତରଙ୍ଗ । ନିତିଦିନ ଯେଉଁ ଲୀଳା ଅନୁଭବ କରନ୍ତି ତା’କୁ ସୁଲଳିତ ସଂସ୍କୃତ ଛନ୍ଦରେ ଲିପିବଦ୍ଧ କରି ସେ…

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ “ଗୋଟିଏ କଥା ମନରେ ଉଠେ, ଯେଉଁ ଦେଶ ଓ ସମାଜରେ ମୂର୍ଖ ପୂଜାପାନ୍ତି ଓ ପଣ୍ଡିତେ ଉପାସେ ମରନ୍ତି, ଯେଉଁଠି ଉପର ପାହାଚର ଲୋକ ତଳ ପାହାଚର ଲୋକକୁ ଉଠେଇନେବା ପରିବର୍ତ୍ତେ ଗୋଇଠା ମାରି ଚାପିଦେବାରେ କୃତକୃତ୍ୟ ବୋଧ କରନ୍ତି, ଯେଉଁଠି…

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (୬ଷ୍ଠ ପର୍ବ) ~ ଆପଣମାନଙ୍କ ସଦିଚ୍ଛା ସ୍ପର୍ଶରେ ସଙ୍ଘାତ ଓ ସଂଘର୍ଷର ଦିନଗୁଡ଼ିକ ଗୋଟିଏ ବୈଶାଖର ଝାଞ୍ଜି ଭଳି ତା ଭିତରେ ଗତି କରି ସାରିବା ପରେ ସୁଦ୍ଧା ବ୍ୟଗ୍ର ଗୋଧୂଳିର ମଧୁର ସଞ୍ଜ ପହରର ମଲ୍ଲୀଫୁଲ ପରି ପୁଣି ଆମ ଉଦ୍ୟମର ସାର୍ଥକ ସୁରଭି ମହକି ଉଠିଛି…

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ପ୍ରଥମ) ~ ଅନ୍ତରଙ୍ଗ କଳିଙ୍ଗର ପ୍ରଥମ ଅବଦାନ ! ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ ! ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ…

ସୌରଭିତ ସୃଷ୍ଟି: କବିକୁଳକଞ୍ଜ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ~ ବୈଦେହୀଶ ବିଳାସ ~ ମହାକାବ୍ୟ “ବୈଦେହୀଶ ବିଳାସ” ମହାକବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସର୍ବଶ୍ରେଷ୍ଠ ଅବଦାନ। ଭାବର ଗାମ୍ଭୀର୍ଯ୍ୟରେ, ଭାଷାର ମାଧୁର୍ଯ୍ୟରେ, ଛନ୍ଦର ଲାଳିତ୍ୟରେ, ଅପରୂପ ଶବ୍ଦବିନ୍ୟାସ ଓ ଆଳଙ୍କାରିକ ଶୈଳୀରେ ଏହା ପ୍ରାଚୀନ ଉତ୍କଳ ସାହିତ୍ୟର ଏକ ଅମୂଲ୍ୟ ରତ୍ନ। କେବଳ ଉତ୍କଳ ସାହିତ୍ୟ…

ଲେଖା: ନିରଞ୍ଜନ ସାହୁ ~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~ “ପୁରା କବିନାଂ ଗଣନା ପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସଃ, ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍, ଅନାମିକା ସାର୍ଥବତୀ ବଭୁବ ।” କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି…

ଲେଖା: ଅମ୍ବିକା ପଟ୍ଟନାୟକ ~ କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ର ~ 1. ସରସ ଶ୍ରୀହର୍ଷାଦି ମହାକବି ମାନେ ବିହରିଲେ ମହୋନ୍ନତ କବନ ବିମାନେ, ସେ ବିମାନେ ତେଜି ସେ ବିମାନ ଅନାତପ କଲି ଚନ୍ଦ୍ରକଳା ଗ୍ରନ୍ଥାରମ୍ଭ ସଙ୍କଳପ (ନମ୍ରତା ଓ ଶାଳୀନତାର ପରିଚୟ) 2. ରଞ୍ଜି ନାୟକ ରଙ୍ଗେ ଚୋପଦାର ଖଞ୍ଜିଲେ ହେଲେ…

ଲେଖା: ନିରଞ୍ଜନ ସାହୁ ~ ଅଭିମନ୍ୟୁ ସାମନ୍ତସିଂହାର ~ ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅଳଙ୍କାରିକ କବିମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ ଅଭିମନ୍ୟୁ ସାମନ୍ତସିଂହାର । ଭାରତୀୟ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଡ. ବି.ସି.ମଜୁମଦାରଙ୍କ ମୂଲ୍ୟାଙ୍କନ ଥିଲା ଏହିପରି – “In the matters of rhetorical composition he excels…

ଲେଖା: ଅମ୍ବିକା ପଟ୍ଟନାୟକ ~ ମାଟିର ମହାକବି ଆଦିକବି ଶୁଦ୍ରମୁନି ସାରଳା ଦାସ ~ ୧. ଦୁର୍ଗତିନାଶିନୀ ମା’ ଦୁର୍ଗା ମହିଷାସୁର ସହ ଯୁଦ୍ଧରେ ବ୍ୟାପ୍ରୁତା l ଭୟଙ୍କର ସମର ଚାଲିଛି l ଦେବୀଙ୍କ ସମସ୍ତ କଳ କୌଶଳ ବ୍ୟର୍ଥ l ମହିଷାସୁର ତଥାପି ଅପରାଜିତ l ଦେବୀ ଦୁର୍ଗା ଉପାୟ ଚିନ୍ତା କରୁଛନ୍ତି l…

ଲେଖା: ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ (ଭାଗ ୩) “ନଣନ୍ଦ ଗୋରୀ, ଚଉ ପାହାରୀ ବସିଥାଏ ପାଆ ଭାଗେ, ଟିକିନିଖି କରି ଫୋଡ଼ି ଦେଉଥାଏ ଭାଇ ଘଇତାର ଆଗେ !” ଇସ ! କି ଅବାଗିଆ କଥାଗୁଡ଼ା ! ! ସାଧାରଣତଃ ଏଇଭଳି ଘୃଣାଭରା ମନ୍ତବ୍ୟ ମିଳେ ଆମ ଶିକ୍ଷିତ ଓଡ଼ିଆଙ୍କ ଠାରୁ…