Search Results for ଭାରତମଣି

ଭାରତମଣି

ଲେଖା: ଦେଵ ତ୍ରିପାଠୀ ୧୯୨୨ ମସିହା, ଜୁନ ମାସ, ହଜାରିବାଗ ଜେଲ୍, ବିହାର । ନୂଆ କରି ଜେଲ୍’ର ଦାୟିତ୍ଵ ନେବାକୁ ଆସିଲେ ଭାରତୀୟ (ବିହାରୀ) ଜେଲର୍ ଜଣେ । ଦାୟିତ୍ଵ ଗ୍ରହଣ କରିବା ଦିନ ହିଁ ସେ ଦେଖି ଆଶ୍ଚର୍ଯ୍ୟଚକିତ ହେଲେ, ୨୨ ବର୍ଷୀୟ ଓଡ଼ିଆ ପ୍ରହରୀ ପିଲାଟେ ସବୁ ଭଲମନ୍ଦ ବୁଝୁଥାଏ ଜଣେ…

ଭାରତମଣିଙ୍କ ସୂକ୍ତିମାଳା

ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତମଣିଙ୍କ ସୂକ୍ତିମାଳା ଉପସ୍ଥାପନାଟି, ଉତ୍କଳ ସମ୍ମିଳନୀର ଏକ ଅଭିଭାଷଣରେ ଭାରତମଣିଙ୍କ ଦ୍ଵାରା କଥିତ ମୁଖ୍ୟ ମୁଖ୍ୟ ମତରୁ ଆନୀତ । ୧. ଯେଉଁମାନେ ଉତ୍କଳ ଵା ଓଡ଼ିଶାରେ ସମାନ ଆଶା ଆକାଙ୍କ୍ଷା ଧରି ଜନ୍ମ ମରଣରେ ସମ୍ମାନ ଶ୍ରେୟଃ ସ୍ଵାର୍ଥରେ  ଵିଜଡି଼ତ, ସେମାନେ ସମସ୍ତେ ଓଡ଼ିଆ ଜାତି । ୨.…

ଭାରତମଣିଙ୍କ ମୟୂରଭଞ୍ଜ ସ୍ମୃତି

ଲେଖା: ଅଂଶୁମାନ ମହାରଣା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ  ସମୟରେ ଭାରତମଣି ଗୋପବନ୍ଧୁ ଦାସ ଥିଲେ ମୟୂରଭଞ୍ଜ ଗଡ଼ଜାତ ରାଜ୍ଯର ଷ୍ଟେଟ ଓକିଲ। ତତସହିତ ବାରିପଦା ମ୍ଯୁନିସପାଲଟିର ଭାଇସ-ଚେୟାରମ୍ଯାନ ପଦରେ ଅବସ୍ଥାପିତ ଥାନ୍ତି। ୧୯୦୯ରୁ ୧୯୧୨ ପର୍ଯ୍ୟନ୍ତ ମୟୂରଭଞ୍ଜରେ ଅବସ୍ଥାପନ କରୁଥିବା ସମୟରେ ଦାସେଆପଣେଙ୍କ ମୟୂରଭଞ୍ଜ ପ୍ରତି ଥିବା ପ୍ରଶାସନିକ ଓ ସାମାଜିକ ଅବଦାନ ବେଶ…

ଭିଏତନାମରେ ଭାରତମଣି 

ଲେଖା: ଦେଵ ତ୍ରିପାଠୀ ଭିଏତନାମରେ ଭାରତମଣି ! ଶିରୋନାମା ପଢି ଆଚମ୍ବିତ ହେବା ସ୍ୱାଭାବିକ I ମାତ୍ର ଇଏ ଆମ ପାଇଁ ଗୌରବର କଥା ନିଶ୍ଚୟ I ସତୁରୀ ଦଶକ ।  ହୋଚିମିନ୍ ମହାନଗରୀ । ଭିଏତନାମ ।  ବିପ୍ଳବର ସମୟ ! ଭୟ, ଆତଙ୍କ, ହତାଶା, ହାହାକାର, ହିଂସା, ଦ୍ୱେଷ, ବିଭୀଷିକା, ଅତ୍ୟାଚାରର କାଳିମା…

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି (ଉଠୁ) ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।” ସେ ସମୟ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ! ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ,…

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ “ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ ଖେଳି ଉଠେ ସଘନେ, ପ୍ରାଚୀ ଗଗନ ଶିରେ ଭାସି କନକ ନୀରେ ଆସ ତପନ ଉଇଁ ଏ ଉତ୍କଳ ଭୁବନେ ||” “ଏ ବିଦ୍ୟାଳୟ ଧନରେ ଗଢା ହେଉ ନାହିଁ। ରକ୍ତମାଂସ ମସ୍ତିଷ୍କରେ ଗଢାଯାଉଛି।”…

ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ

~ ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ ~ ୩୦ ଡିସେମ୍ବର ୨୦୨୪: ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମରେ ବହୁ ଜାକଜମକରେ ପାଳିତ ହୋଇଯାଇଛି ଓଡ଼ିଆ ଅସ୍ମିତାର ମହାପର୍ବ ! ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ । “ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଝରେ…

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (୬ଷ୍ଠ ପର୍ବ) ~ ଆପଣମାନଙ୍କ ସଦିଚ୍ଛା ସ୍ପର୍ଶରେ ସଙ୍ଘାତ ଓ ସଂଘର୍ଷର ଦିନଗୁଡ଼ିକ ଗୋଟିଏ ବୈଶାଖର ଝାଞ୍ଜି ଭଳି ତା ଭିତରେ ଗତି କରି ସାରିବା ପରେ ସୁଦ୍ଧା ବ୍ୟଗ୍ର ଗୋଧୂଳିର ମଧୁର ସଞ୍ଜ ପହରର ମଲ୍ଲୀଫୁଲ ପରି ପୁଣି ଆମ ଉଦ୍ୟମର ସାର୍ଥକ ସୁରଭି ମହକି ଉଠିଛି…

ଢିଙ୍କି

ଉପସ୍ଥାପନା: ନିରଞ୍ଜନ ସାହୁ ~ ଢିଙ୍କି ~ ଆଗେ ଏମିତି ଗୋଟିଏ ଗାଁ ନଥିବ ଯେଉଁଠି ସାତ ଆଠଟା ଢିଙ୍କି ଦେଖିବାକୁ ମିଳିବ ନାହିଁ ! ତିନି ଚାରି କୁଟୁମ୍ବର ମଝିରେ ମଝିରେ ଗୋଟିଏ ଢିଙ୍କି ଥିବା ଥୟ, ନହେଲେ ଚାଉଳ ଠୁଁ ଆରମ୍ଭ କରି ଚୂନା ପର୍ଯ୍ୟନ୍ତ ପାଇବେ କିମିତି ? ସଂସାର ଚଳିବ…

ପ୍ରଫୁଲ୍ଲ ଦାସ

~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~ ଲେଖା: ଅମୃତେଶ ଖଟୁଆ “ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି ।…