Physical Address
Sai Samarpanam, Satya Vihar, Bhubaneswar

~ ବୈଷ୍ଣବ ଚରଣ ମହାନ୍ତି ~ ଉପସ୍ଥାପନା: ଦେଵ ତ୍ରିପାଠୀ ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ ଦିବ୍ୟ ଆଲୋକ । ସେମାନଙ୍କ ବିନା କ୍ଷୁଦ୍ର ମାନବର ଏ ଜଡ଼ସମାଜ…

~ କିଶୋରୀ ଚରଣ ଦାସ ~ ଲେଖା: ଅମୃତେଶ ଖଟୁଆ “କଥା, ଲୁହ ଓ ହସର ଭାଷା ତଳେ ଯେଉଁ ଅଦୃଶ୍ୟ ଚେତନ ଗୋବର ଗଦା ରହିଛି ତା’ର ସନ୍ଧାନ ପାଇଛ ? ସେଥିରୁ କେତେବେଳେ କେତେ ରକମର ବାଷ୍ପ ବାହାରେ ତା’ର ହିସାବ ରଖିଛ ? ପାରିବ ନାହିଁ। ତୁମ ଗୋବର ଗଦା ତା’…

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ ! ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ…

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ଲେଖା: ଦେଵ ତ୍ରିପାଠୀ ~ ତୀର୍ଥମଠ ~ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ପ୍ରାଥମିକ ରୂପରେଖ ପ୍ରସ୍ତୁତି ସମୟରେ #ଜଗତସିଂହପୁର ଜିଲ୍ଲାର ଐତିହ୍ୟସ୍ଥଳୀ ଗୁଡ଼ିକର ତାଲିକା ପ୍ରସ୍ତୁତି ପାଇଁ ଯେତେବେଳେ ସେଠାକାର ବନ୍ଧୁମାନଙ୍କୁ ଜିଜ୍ଞାସା କଲି, ସେମାନଙ୍କର କୁଣ୍ଠିତ ତଥା ନକରାତ୍ମକ ଉତ୍ତରରେ ବିସ୍ମିତ ହୋଇ ନ ଥିଲି ଆଦୌ ! ମନେ ପଡ଼ୁଥିଲା, #କଥାଶିଳ୍ପୀ…

~ ପିଙ୍ଗଳାକ୍ଷୀ ମନ୍ଦିର ~ ଲେଖା: ଅମୃତେଶ ଖଟୁଆ ଉତ୍ତରିଲେ ଯୋଗୀ – “ନୃପ ଏ ଶ୍ରୀକ୍ଷେତ୍ର ଧାମ, ଶାସ୍ତ୍ରର ବର୍ଣ୍ଣନା ସ୍ଵର୍ଗ, ଅପ୍ରତ୍ୟକ୍ଷ ଯାହା, ମାତ୍ର ଏ ପ୍ରତ୍ୟକ୍ଷ ସ୍ଵର୍ଗ, ରୂପବନ୍ତ ଏଥି ସାକ୍ଷାତ କୈବଲ୍ୟରୂପୀ ବ୍ରହ୍ମ ସନାତନ, ରାଜରାଜେଶ୍ଵର ଏହି ଅଖିଳ ତୀର୍ଥର । ଅଷ୍ଟଶମ୍ଭୁ, ଅଷ୍ଟଶକ୍ତି ବସନ୍ତି ଏହାର ଅଷ୍ଟଦିଗେ, ବିରାଜନ୍ତି…

~ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ ଉତ୍କଳୀୟ ମାଟିର ଜଣେ ଉଦଯୋଗଶୀଳ ନିରାସକ୍ତ ଜାତୀୟ ଜୀବନରେ ଜଣେ ଅଗ୍ରଗାମୀ କର୍ମୀପୁରୁଷ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ପୁତ୍ର ଥିଲେ ଆବାଲ୍ଯ ବୀରସୁଲଭ ଦୁଃସାହସିକ ଏବଂ ନିର୍ଭୀକ ଜନନେତୃକାର। ପୁଲିସ୍ ଲାଠି ଖାଇଥିଲେ, ଉଡାଜାହାଜ ଉଡାଇବା ପାଇଁ ପଣ କରିଥିଲେ। ପିତାଙ୍କ ସ୍ପର୍ଶରେ ସେ ପାଇଥିଲେ…

ଲେଖା: ନିରଞ୍ଜନ ସାହୁ ପାଲା ! ଓଡ଼ିଶାର ନିଜସ୍ଵ ଲୋକସଂସ୍କୃତି ! ସଂସ୍କୃତି ଏକ ବେଗଗାମୀ ସ୍ରୋତସ୍ଵିନୀ । ଏହା ଚିର ପ୍ରବହମାନ । ଉନ୍ନତ ଚିନ୍ତା, ମାର୍ଜିତ ରୁଚି, ଶାଳୀନତା ଯୁକ୍ତ ପରମ୍ପରା – ଏ ସବୁକୁ ନେଇ ପ୍ରକାଶିତ ହୁଏ ସଂସ୍କୃତି । ପର୍ବତ କନ୍ଦରରୁ କଳକଳ ନାଦ କରି ବହି ଆସୁଥିବା…

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀରେ ଭାରତରେ ନବଜାଗରଣ ବା ରେନେସାଁର ପ୍ରବାହ ଐତିହାସିକମାନେ ନିର୍ଣ୍ଣୟ କରିଛନ୍ତି । ଆଧୁନିକ ଯୁଗରେ ମନୁଷ୍ୟର ନୂତନ ଚିନ୍ତାଧାରାର ଉତ୍ସ ହିଁ ରେନେସାଁ । ମଧ୍ୟଯୁଗୀୟ ଭାରତୀୟ ଚିନ୍ତା ପ୍ରଧାନତଃ ଈଶ୍ୱର ଓ ଧର୍ମକୈନ୍ଦ୍ରିକ । ଏହି ଚିନ୍ତାର ବିପରୀତଧର୍ମୀ ଭାବେ ହିଁ ଆରମ୍ଭ ହୋଇଥିଲା ନବଜାଗରଣ ବା…

ଲେଖା: ଦେଵ ତ୍ରିପାଠୀ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…