Search Results for ନୟାଗଡ଼

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା’ ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପରି ରଣପୁର ଗଡ଼ରେ ଦେବୀଙ୍କ ଅନୁରୂପ ଅନ୍ୟ ଏକ ବିଗ୍ରହ ପୂଜା ପାଇ ଆସୁଛନ୍ତି । ଏହି ଦେବୀଙ୍କ ଆସ୍ଥାନଟି ରଣପୁର ନିଜିଗଡ଼ ବଡଦାଣ୍ଡ ସାହିର ହେରାସାହି ମଧ୍ୟରେ । ମା’ ଏଠାରେ…

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ ପ୍ରଥମେ ରଣପୁର ପ୍ରଜାମେଳିର ଚିତ୍ର ଆସିଥାଏ। ସେଥିରେ ଆଖିଆଗରେ ନାଚିଉଠେ ଦୁଇଜଣ ସୁନ୍ଦର, ଉଦୟମାନ ଯୁବ ସଂଗ୍ରାମୀଙ୍କ ମୁହଁ, ଯେଉଁମାନେ ନିଜ ଯୌବନର ପ୍ରଥମ ଭାଗରେ ଦେଶମାତୃକା ପାଇଁ ହସିହସି ଫାଶୀଦଣ୍ଡକୁ ଆଲିଙ୍ଗନ କରିଥିଲେ।…

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା’ ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି ଉତ୍କଳ ଭୂଖଣ୍ଡ ଶକ୍ତିପୂଜାର ନାଭିକେନ୍ଦ୍ର ଭାବେ ପରିଚିତ ହୋଇ ଆସିଛି। ଦେବୀ ପୁରାଣ ଅନୁସାରେ, ସତୀ ଦେବୀଙ୍କ ଦକ୍ଷ ଯଜ୍ଞ ବିନାଶ ପରେ ତାଙ୍କ ଅର୍ଦ୍ଧଦଗ୍ଧ ଶରୀରର ଏକ ଅଂଶ ଏହି ପବିତ୍ର ଉଡ୍ରଭୂମିରେ…

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ ଶ୍ରୀ ରଘୁନାଥ ଦିଅଁ ଓ ଶାଳଗ୍ରାମ ହୋଇଥାନ୍ତି। କିଛି ମଠରେ ଶ୍ରୀ ରାଧାକୃଷ୍ଣଙ୍କୁ ମଧ୍ୟ ଆରାଧ୍ୟ ଦେବତା ଭାବେ ପୂଜା କରାଯାଏ। ସମୟ ପ୍ରଭାବରେ ଏହି ମଠମାନଙ୍କ ମଧ୍ୟରୁ କିଛି, ମନ୍ଦିର ପରମ୍ପରାରେ ପରିଣତ…

ନୟାଗଡ଼

ଲେଖା: ନୟାଗଡ଼ ଇତିହାସ ~ ନୟାଗଡ଼ ସହର (ନିଜିଗଡ଼) ସ୍ଥାପନ ତଥ୍ୟ ~ ବ୍ରିଟିଶ ଲେଖକ ହଣ୍ଟର ସାହେବଙ୍କ ଲିଖିତ ପୁସ୍ତକ “ଓଡିଶା ଗଡ଼ଜାତ ଇତିହାସ” ଏବଂ ଶ୍ରୀ କୈଳାଶଚନ୍ଦ୍ର ପାଣିଗ୍ରାହୀଙ୍କ “ନୟାଗଡ଼ ଇତିହାସ” ପୁସ୍ତକରେ ଆଜିର ନୟାଗଡ଼ ସହର, ଯାହାର ଅନ୍ୟ ନାମ “ନିଜିଗଡ଼” ଅର୍ଥାତ ରାଜା ନିଜେ ଏଠି ରହୁଥିବାରୁ ଏହାର ଅନ୍ୟନାମ ନିଜିଗଡ଼…

ନୟାଗଡ଼ ଗୁଳିକାଣ୍ଡ

ଲେଖା: ନିରଞ୍ଜନ ସାହୁ ଗଡ଼ଜାତ ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନ ଏକ ଭୟାବହ ରୂପ ଧାରଣ କରିଥିବା ରାଜ୍ୟମାନଙ୍କ ମଧ୍ୟରୁ ନୟାଗଡ଼ ଥିଲା ଅନ୍ୟତମ । ସେହିଠାରେ ମାତୃଭୂମିର ମୁକ୍ତି ପାଇଁ ସଂଗ୍ରାମର ଯୂପକାଠିରେ ଚାରିଜଣ ପ୍ରାଣବଳି ଦେଇଥିଲେ । ତନ୍ମଧ୍ୟରୁ ଜଣେ ପୋଲିସ ଗୁଳିରେ ନିହତ ହୋଇଥିବା ବେଳେ ଅନ୍ୟ ତିନିଜଣ ପୋଲିସ ଅତ୍ୟାଚାରରେ ମୃତ୍ୟୁ…

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ ରଳବଗଡ଼ ନାମରେ ପରିଚିତ । ଏହାକୁ ନୟାଗଡ଼ର ପ୍ରଥମ ଗଡ଼ ବୋଲି ମଧ୍ୟ କୁହାଯାଏ। ଇତିହାସ ସାକ୍ଷୀ ଯେ, ତ୍ରୟୋଦଶ ଶତାବ୍ଦୀର ପ୍ରଥମ ଭାଗରେ ଏହି ପବିତ୍ର ଭୂମିରୁ ଦିନେ ଓଡ଼ିଶାର ଏକ ନୂତନ ଗଡ଼ଜାତ…

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ ସୀମା ବିବାଦ ତଥା ସାମାନ୍ୟ କିଛି ଘଟଣାକୁ ନିଜ ଅପମାନ ଏବଂ ସ୍ୱାଭିମାନ ସହ ଯୋଡ଼ି ପରସ୍ପର ମଧ୍ୟରେ ଅନେକ ଥର ଯୁଦ୍ଧରେ ଲିପ୍ତ ରହୁଥିଲେ । ତନ୍ମଧ୍ୟରୁ କେତେକ ଯୁଦ୍ଧ ତୃତୀୟ ରାଜ୍ୟ…

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା, ନୟାଗଡ଼, ଖଣ୍ଡପଡା, ରଣପୁର ଏବଂ ଦଶପଲ୍ଲା I British writter Hunter ସାହେବ ଏବଂ Remesy ସାହେବ ଙ୍କ ଲିଖିତ ଓଡିଶା ଗଡଜାତ ପୁସ୍ତକ ଅନୁସାରେ, ନୟାଗଡ଼, ଦଶପଲ୍ଲା ଆଦି ଗଡଜାତ ସୃଷ୍ଟି ପୁର୍ବରୁ,ଏହା ଓଡିଶା…

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ ପୃଷ୍ଠାରେ ଅନେକ ଵୀରତ୍ୱ ଓ ଵଳିଦାନର କାହାଣୀ ଲିପିବଦ୍ଧ ରହିଛି, ମାତ୍ର ଵିଂଶ ଶତାବ୍ଦୀର ବହୁ ପୂର୍ଵରୁ ଓଡ଼ିଶା ମାଟିରେ ଵିଦେଶୀ ଶାସକଙ୍କ ଵିରୋଧରେ ଯେଉଁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥିଲା, ତାହା ସମଗ୍ର ଭାରତଵର୍ଷରେ…