Search Results for ନିଜିଗଡ଼

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା’ ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି ଉତ୍କଳ ଭୂଖଣ୍ଡ ଶକ୍ତିପୂଜାର ନାଭିକେନ୍ଦ୍ର ଭାବେ ପରିଚିତ ହୋଇ ଆସିଛି। ଦେବୀ ପୁରାଣ ଅନୁସାରେ, ସତୀ ଦେବୀଙ୍କ ଦକ୍ଷ ଯଜ୍ଞ ବିନାଶ ପରେ ତାଙ୍କ ଅର୍ଦ୍ଧଦଗ୍ଧ ଶରୀରର ଏକ ଅଂଶ ଏହି ପବିତ୍ର ଉଡ୍ରଭୂମିରେ…

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ ଶ୍ରୀ ରଘୁନାଥ ଦିଅଁ ଓ ଶାଳଗ୍ରାମ ହୋଇଥାନ୍ତି। କିଛି ମଠରେ ଶ୍ରୀ ରାଧାକୃଷ୍ଣଙ୍କୁ ମଧ୍ୟ ଆରାଧ୍ୟ ଦେବତା ଭାବେ ପୂଜା କରାଯାଏ। ସମୟ ପ୍ରଭାବରେ ଏହି ମଠମାନଙ୍କ ମଧ୍ୟରୁ କିଛି, ମନ୍ଦିର ପରମ୍ପରାରେ ପରିଣତ…

ମା’ ନାରାୟଣୀ

~ ମା’ ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼, ଖଲ୍ଲିକୋଟ, ଧରାକୋଟ ଏବଂ ମହୁରୀ ରାଜାଙ୍କ ମିଳିତ ଆକ୍ରମଣରେ ବାଣପୁର ରାଜା ପରାଜିତ ହେବା ଏବଂ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ ଆଠଗଡ଼ ଆଗମନ, ତଥା ଖଲ୍ଲିକୋଟ ରାଜାଙ୍କ ଦ୍ୱାରା ସେଇ ପ୍ରଥମ…

ନୟାଗଡ଼

ଲେଖା: ନୟାଗଡ଼ ଇତିହାସ ~ ନୟାଗଡ଼ ସହର (ନିଜିଗଡ଼) ସ୍ଥାପନ ତଥ୍ୟ ~ ବ୍ରିଟିଶ ଲେଖକ ହଣ୍ଟର ସାହେବଙ୍କ ଲିଖିତ ପୁସ୍ତକ “ଓଡିଶା ଗଡ଼ଜାତ ଇତିହାସ” ଏବଂ ଶ୍ରୀ କୈଳାଶଚନ୍ଦ୍ର ପାଣିଗ୍ରାହୀଙ୍କ “ନୟାଗଡ଼ ଇତିହାସ” ପୁସ୍ତକରେ ଆଜିର ନୟାଗଡ଼ ସହର, ଯାହାର ଅନ୍ୟ ନାମ “ନିଜିଗଡ଼” ଅର୍ଥାତ ରାଜା ନିଜେ ଏଠି ରହୁଥିବାରୁ ଏହାର ଅନ୍ୟନାମ ନିଜିଗଡ଼…