Physical Address
Sai Samarpanam, Satya Vihar, Bhubaneswar

~ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟରେ ଜୀବନୀ ବହି ବଣ୍ଟନ ~ ୧୭ ଜୁଲାଇ ୨୦୨୪: ନିକଟ ଇତିହାସରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଜନଜୀବନରେ ଆସିଛି କାଇଁ କେତେ ଜୁଆର ଭଟ୍ଟା । ଓଡ଼ିଶାର ସାମାଜିକ ଜୀବନ ଠାରୁ ସାଂସ୍କୃତିକ ସ୍ରୋତରେ ଆସିଛି ଅନେକ ମୋଡ଼ । କେତେ ବେଳେ ସ୍ୱାଧୀନତାର…

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ପ୍ରଥମ) ~ ଅନ୍ତରଙ୍ଗ କଳିଙ୍ଗର ପ୍ରଥମ ଅବଦାନ ! ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ ! ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ…

ଲେଖା: ନିରଞ୍ଜନ ସାହୁ ~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~ “ପୁରା କବିନାଂ ଗଣନା ପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସଃ, ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍, ଅନାମିକା ସାର୍ଥବତୀ ବଭୁବ ।” କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି…

ଲେଖା: ଦେଵ ତ୍ରିପାଠୀ ~ କବିସମ୍ରାଟ ପଦବୀ ~ ଦୀର୍ଘଦିନ ଧରି ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ଜଳବାୟୁରେ ରାଜକବି ଉପେନ୍ଦ୍ରଭଞ୍ଜଙ୍କୁ #କବିସମ୍ରାଟ ଓ #ସଙ୍ଗୀତସମ୍ରାଟ ରୂପେ ପ୍ରମାଣିତ କରା ହୋଇଆସୁଛି ! ତେବେ କବି କ’ଣ ତାଙ୍କର ଜୀବଦ୍ଦଶାରେ ଉକ୍ତ ପଦବୀ ଗଜପତି ରାଜଦରବାରରୁ ଲାଭ କରିଥିଲେ ? କିଏ ଦେଇଥିଲେ ଏଇ କବିସମ୍ରାଟ ଉପାଧି…

ସୌରଭିତ ସୃଷ୍ଟି: ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନ ଦାସ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତିଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏ ଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ର ସାରଥୀଙ୍କୁ ! ତେବେ ଏ ଜାତିର ପ୍ରମୁଖ ଭାଷ୍ୟକାର ଆମର…

ଲେଖା: ନିରଞ୍ଜନ ସାହୁ “ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି — ତୁ କି ଜାତି ? ମୋର ଏତିକି କଥା ବାପା ଶୁଣିପାରିଲେ । ସଙ୍ଗେ ସଙ୍ଗେ ମୋ ପାଖକୁ ଚାଲି ଆସି କହିଲେ, “ଶାଶୁଖାଇ ! ଜାତିକଥା କାହାକୁ ପଚାରନ୍ତି…

ଲେଖା: ଅଂଶୁମାନ ମହାରଣା ନିଃସନ୍ଦେହରେ ଏହା କୁହାଯାଇ ପାରେ ଯେ, ମଧୁବାବୁ ଓଡ଼ିଆ ଜାତୀୟତାବାଦର ଜଣେ ନିଖୁଣ ଶିଳ୍ପୀ । ଜାତୀୟଗୌରବ ମଧୁସୂଦନଙ୍କୁ ବାଦ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପରିକଳ୍ପନା କରାନଯାଇ ପାରେ ।…

ଲେଖା: ନିରଞ୍ଜନ ସାହୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁଳବୃଦ୍ଧ ପଣ୍ଡିତ ହରିହର ମିଶ୍ର ନାମଟି ଓଡିଶାବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ବଦେଶପ୍ରୀତି ଓଡିଶାର ଜାତୀୟ ଜୀବନରେ ଏକ ଅମୂଲ୍ୟ ସମ୍ପଦ । ମହାନ ଦେଶପ୍ରେମୀ ପଣ୍ଡିତ ହରିହର ମିଶ୍ର ୨୪ ଫେବୃଆରୀ ୧୮୮୭…

ଲେଖା: ନିରଞ୍ଜନ ସାହୁ କଟକ ଜିଲ୍ଲାର ସତ୍ୟଭାମାପୁର ମଲ୍ଲବଂଶ ପରିବାର । ଏହାଥିଲା ଜାତୀୟଗୌରବ ମଧୁସୂଦନ ଦାସ, ପ୍ରଶାସକ-ସାହିତ୍ୟିକ ଗୋପାଳ ବଲ୍ଲଭ ଦାସ, ବିଶିଷ୍ଟ ସାହିତ୍ୟିକ ନାରାୟଣ ଚନ୍ଦ୍ର ଦାସ, ସର୍ବଜନାଦୃତ ମହିୟସୀ ମା’ ରମାଦେବୀଙ୍କ ଏନ୍ତୁଡ଼ିଶାଳ । ଓଡ଼ିଶା ତଥା ଭାରତବର୍ଷର ଏହି ବରେଣ୍ୟ ମହାପୁରୁଷ, ଦେଶସେବକ ମାନଙ୍କ ସହ ଯୋଡ଼ି ହୋଇଯାଇଥିଲେ ଆଉଜଣେ…

ସୌରଭିତ ସୃଷ୍ଟି: ଜ୍ଞାନସିଦ୍ଧ ବ୍ୟାସକବି ଫକୀରମୋହନ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତି ଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ରସାରଥୀଙ୍କୁ ! ତେବେ ଏ ଜାତିର…