Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ “ଚକା ନୟନକୁ ପତିତ କେହି, ଡକାଇ ଖର ନିଶ୍ଵାସ ପକାଇ ଡକା ପକାଇ ଗରୁଡ଼ ପଛରେ, ବକାରି ! ମୋ ଆର୍ତ୍ତ ଶୁଣ ସତ୍ଵରେ ହେ ଡକ୍କା ବାଜୁଛି ମହିମା ହେ, ଠକାରି କରି କର୍ଣ୍ଣେ ଗିର ନ ଶୁଣ, କାହିଁକି ବିଚିତ୍ରକର୍ମା ହେ” । ସର୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ଗରୁଡ଼ ସ୍ତମ୍ଭ…

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ ସ୍ଵାଧୀନତା ହାସଲ ପାଇଁ । ସତ୍ୟ, ଅହିଂସା, ଅସହଯୋଗ ପନ୍ଥାରେ ବିଦେଶୀ ଶାସନ ହାତରୁ ହଜିଯାଇଥିବା ସ୍ଵାଧୀନତା ଛଡ଼ାଇ ଆଣିବା ପାଇଁ ସଂଗ୍ରାମର କ୍ଷେତ୍ର ଥିଲା ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ। ସମଗ୍ର ଦେଶର…

ବିଵଶ କାହାଣୀ ଲେଖା: ସନ୍ତୋଷ ପଟ୍ଟନାୟକ କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ମାଟି ମା’ର ବନ୍ଦନା ଆଉ ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ବିଵଶ କାହାଣୀ କବିତାରେ . . ବାଜି, ଚାଖି, ଦୋରା ଆଉ ଚକରା, ଧରଣୀ ଜୟୀ ରାଜଗୁରୁ, ପାଟ୍ଟମହାଦେଈ ରାଣୀ, ସ୍ବାଭିମାନୀ…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଆମ ପାରମ୍ପରିକ ଖାଦ୍ୟ: ମୁଢ଼ି ~ “ମୁଢ଼ିନଡ଼ିଆ.. ତାକୁ ଭଲ କି ଚିନ୍ହିଛି ଓଡ଼ିଆ ଉଷୁମ ଥିବ ମୁଢ଼ି ହୋ, ନଡିଆ ପାତି ଥିବ ପଡି ଘାଣି ସୋରିଷ ତେଲ, ତା ତୁଲେ ଥିବ ଜଡି ଚାଖିଲେ ଲାଗୁଥିବ ବଢିଆ ହୋ ମୁଢ଼ିନଡ଼ିଆ.. ତାକୁ ଭଲ କି ଚିନ୍ହିଛି…

~ ଓଡିଆ ବୀର ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ ~ ଲେଖା: ଅମୃତେଶ ଖଟୁଆ ଭାରତୀୟ ସ୍ଵତନ୍ତ୍ରତା ସେନାନୀମାନଙ୍କ ମଧ୍ୟରେ ଯେଉଁ ଉଦାତ୍ତ ଲୋକଶକ୍ତିର ଉଦୟଲଗ୍ନ ଘଟିଥାଏ, ତହିଁ ମଧ୍ୟରେ ଫିରିଙ୍ଗି ସମଷ୍ଟିକୁ ପ୍ରତିହତ କରିବା ପାଇଁ ଯେଉଁ ସ୍ଵାଧୀନଧର୍ମା ମାନେ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଉତ୍କଳୀୟ ମାନଙ୍କ ଭୂମିକା ମଧ୍ୟ ଗୁରୁସ୍ଥାନୀୟ…

ଲେଖା: ଅଂଶୁମାନ ମହାରଣା ~ ସାମ୍ପ୍ରଦାୟିକ ପନ୍ଥବାଦୀ ଚେତନା ଓ ଉତ୍କଳଗୌରବ ମଧୁସୂଦନ ଦାସ ~ ଓଡ଼ିଆ ଜାତୀୟତାବାଦର ଭୀଷ୍ମ ପିତାମହ ଭାବରେ ପରିଚିତ ଶ୍ରଦ୍ଧେୟ ମଧୁବାବୁ ଖଣ୍ଡବିଖଣ୍ଡିତ ଉତ୍କଳ ଜନନୀକୁ ଏକତ୍ର କରାଇବା ଲାଗି ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ, ସେଇ ସଂଗ୍ରାମ କାରଣରୁ ଜୀବିତ ଅଛି ଓଡ଼ିଆ ବିଶେଷଧାରୀ ଜାତି । ଅସ୍ତିତ୍ୱ…

ସୌରଭିତ ସୃଷ୍ଟି: ଡ. ହରେକୃଷ୍ଣ ମହତାବ ~ ଯୁଗେ ଯୁଗେ ଓଡ଼ିଶା ~ ପ୍ରତିବର୍ଷ ବୈଶାଖ ମାସ ଆରମ୍ଭରେ ପଞ୍ଜିକାର ଯେତେବେଳେ ଏହି ଦେଶର କୌଣସି ଗଜପତି ଗୌଡ଼େଶ୍ଵର କର୍ଣ୍ଣାଟୋତ୍କଳେବର୍ଗେଶ୍ଵର ବୀରାଧିବୀରବର ପ୍ରତାପୀ ରାଜାଙ୍କ ନାମରେ ପ୍ରଚଳିତ ସମ୍ବତ୍ସରର ଶୁଭାଶୁଭ ଫଳ ଶୁଣାଏ, ସେତେବେଳେ ଓଡ଼ିଶାର ଅସଂଖ୍ୟ ଅଧିବାସୀଙ୍କ ମନରେ ସେଇ ହଜି ଯାଇଥିବା ଦିନଗୁଡ଼ିକର…

ସୌରଭିତ ସୃଷ୍ଟି: କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଆସ ଜୀବନଧନ ମୋର ପଖାଳକଂସା ! କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଅମଳିନ ସୃଷ୍ଟି । ଏଇ କବିତାରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠଦାନ ଏହାକୁ କରିଥିଲା ଆହୁରି ଲୋକପ୍ରିୟ । ~ ଆସ ଜୀବନଧନ ମୋର ପଖାଳକଂସା ~ ଆସ ଜୀବନ ଧନ, ମୋର ପଖାଳ କଂସା,…

ସୌରଭିତ ସୃଷ୍ଟି: ଚନ୍ଦନ ହଜୁରୀ (ଚାଖିଖୁଣ୍ଟିଆ) ସେ ଥିଲେ ସିପାହୀ ବିଦ୍ରୋହର ଅନ୍ୟତମ ରଥୀ। ଦେଶପ୍ରେମୀ। ପୁଣି ଶ୍ରୀଜଗନ୍ନାଥଙ୍କ ପରମ ସେବକ। ସେ ଚନ୍ଦନ ହଜୁରୀ, ସିପାହୀ ବିଦ୍ରୋହର ଚାଖି ଖୁଣ୍ଟିଆ। ପ୍ରାତଃ ସ୍ମରଣୀୟ ଅସାଧାରଣ ଓଡ଼ିଆ ବୀର । ସେବକ ଜଗନ୍ନାଥଙ୍କର ସିଏ। ସମର୍ପିତ ଭକ୍ତ, ଭଣିତା କରିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ‘ଚକାନୟନକୁ ପତିତ…

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଆମ ଗଜପତି ଠାକୁର ରାଜାଙ୍କର ଦୈନନ୍ଦିନୀ ପାଇଁ ପ୍ରଚଳିତ ଥିଲା ସ୍ଵତନ୍ତ୍ର ଶବ୍ଦ । ଆଜିକାଲି ରଜା-ପ୍ରଜାଙ୍କ ମଧ୍ୟରେ ସେମନ୍ତ କିଛି ଭେଦ ରହିଯାଇନାହିଁ କିନ୍ତୁ ଆଗକାଳରେ ଏମନ୍ତ ନଥିଲା । ଆଗେ ସନାତନୀମାନେ ରାଜାଙ୍କୁ ଦେଵତାସମ ମାନ୍ୟ କରୁଥିଲେ ଏଵଂ ଏଥିପାଇଁ ସାଧାରଣଜନଙ୍କ ପ୍ରତି ଯେଉଁ ଯେଉଁ ଶବ୍ଦ…