Search Results for ଗୋପବନ୍ଧୁ

ଭୀମଭୋଇ ଓ ଗୋପବନ୍ଧୁ

~ ଭୀମଭୋଇ ଓ ଗୋପବନ୍ଧୁ: ଦୁଇ କବିମନୀଷୀଙ୍କ ଦୃଷ୍ଟି ଓ ଦର୍ଶନ ~ ଲେଖା: ଅଧ୍ୟାପକ ବିଶ୍ଵରଞ୍ଜନ ଓଡ଼ିଶାର ମାଟିରେ ଏଭଳି ଦୁଇ କବି ମନୀଷୀଙ୍କର ଆବିର୍ଭାବ ଘଟିଥିଲା, ଯେଉଁମାନଙ୍କର ବ୍ୟକ୍ତି ଜୀବନ ଉତ୍ତରିତ ହୋଇଥିଲା ବିଶ୍ଵଜୀବନକୁ । ଏହି ଦୁଇ ମହାତ୍ମା ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ମାନବିକତାର ଯେଉଁ ମହାମନ୍ତ୍ର ଗାନ କରିଥିଲେ,…

ପଣ୍ଡିତ ଗୋପବନ୍ଧୁ ଦାସ

ଲେଖା: ସିଂହାରୀ ଆଲୋକ ଖୁଣ୍ଟିଆ ~ ସ୍ମୃତିରେ ପଣ୍ଡିତ ଗୋପବନ୍ଧୁ ଦାସ ~ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡି ମୋ ମାଂସ ହାଡ଼ !” (ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ)  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ…

ପଣ୍ଡିତ ଗୋପବନ୍ଧୁ

ଲେଖା: ବୁଦ୍ଧଦେବ ପ୍ରଧାନ ଉଣେଇଶ ଶହ ଅଠେଇଶ ଜୁନ ସତର ତାରିଖ, ତିଥି ଅନୁସାରେ ଆଷାଢ଼ ଅମାବାସ୍ୟା, ନେତ୍ରଉତ୍ସବରେ “ସମାଜ” ସେହିଦିନ ଠାରୁ ଶ୍ରାଦ୍ଧ ପାଳନ କରୁଛି I ଓଡ଼ିଆ ଜାତି ପାଇଁ ସ୍ମୃତି ବହନକାରୀ ସ୍ମୃତିତର୍ପଣ ଦିବସ, ଆତ୍ମସମୀକ୍ଷାର ଦିବସ I ଓଡ଼ିଆ ଜାତିର ଚୀର ନମସ୍ୟ, ଚୀର ପୂଜନୀୟ, ନମସ୍ୟ ଦୂରଦ୍ରଷ୍ଟା ମହାମନୀଷୀ…

ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ

ଲେଖା: ଶିବାଶିଷ ମହାପାତ୍ର ଜଣେ ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ “ଜମି ଉଦାର” ସନ୍ଥ । କଟକର ଏକ ଅନାମଧେୟ ଭଡା ଘରେ (ଆବଶ୍ୟ ପରେ ତାହା ପରିଣତ ହୋଇଥିଲା “ସ୍ବରାଜ ଆଶ୍ରମ” ଭାବରେ) ରହୁଥିଲେ ଅବିଭକ୍ତ କଟକ ତଥା ଏବେକାର ଜଗତସିଂହପୁର ଜିଲ୍ଲାର ଖେରସ ଅଞ୍ଚଳର ଜମିଦାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ଚୌଧୁରୀ । ଏହି…

ଗୋପବନ୍ଧୁ ଚୌଧୁରୀ

ଲେଖା: ଦେଵ ତ୍ରିପାଠୀ ୧୯୨୦ ସାଲ । ନଇବଢ଼ି ସମୟ ।  ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମଗୁଡିକରେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ଦେଖି କାନ୍ଦି ଉଠିଲା ଯାଜପୁରର ତତ୍କାଳୀନ ଡେପୁଟି ମାଜିଷ୍ଟ୍ରେଟଙ୍କ ଦରଦୀ ହୃଦୟ ।  ସରକାରୀ ସାହାଯ୍ୟକୁ ଅନୁଧ୍ୟାନ କରି ସେତକ ଦେଖି ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି…

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି (୧୯୨୩–୧୯୭୩) ଲେଖନୀ ଚାଳନା ହିଁ ମାନସିଂହଙ୍କ ସମସ୍ତ ରଚନାର ପରିପ୍ରକାଶ। ଅଠର ବର୍ଷ ବୟସରେ ପ୍ରଥମ କବିତା ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରକାଶିତ ହୋଇଥିଲା ୧୯୨୮ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାର ବୈଶାଖ…

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି (ଉଠୁ) ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।” ସେ ସମୟ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ! ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ,…

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ସେ ଦୁର୍ବାସା । ନ୍ୟାୟ ଓ ଶାନ୍ତି ପାଇଁ ସେ ଯୋଗେଶ୍ୱର କୃଷ୍ଣ, ଖଟିଖିଆ, କୃଷକ ପାଇଁ ସେ ଲେନିନ୍, ସ୍ଵାଧୀନତା ପାଇଁ ସେ ଗାନ୍ଧୀବାଦୀ ! ସେ ଗୌରାଙ୍ଗ ଦାସ, ଅତି ଶ୍ରଦ୍ଧାରେ,…

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ “ଗୋଟିଏ କଥା ମନରେ ଉଠେ, ଯେଉଁ ଦେଶ ଓ ସମାଜରେ ମୂର୍ଖ ପୂଜାପାନ୍ତି ଓ ପଣ୍ଡିତେ ଉପାସେ ମରନ୍ତି, ଯେଉଁଠି ଉପର ପାହାଚର ଲୋକ ତଳ ପାହାଚର ଲୋକକୁ ଉଠେଇନେବା ପରିବର୍ତ୍ତେ ଗୋଇଠା ମାରି ଚାପିଦେବାରେ କୃତକୃତ୍ୟ ବୋଧ କରନ୍ତି, ଯେଉଁଠି…